ଜାତୀୟରାଜନୀତି

ପାକିସ୍ତାନକୁ ଶାସ୍ତି ଦେବା ପାଇଁ ପୁଣି ଦାବି କରିଛନ୍ତି ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ କ୍ଷୁବ୍ଧ ରହିଛି । ବାରମ୍ବାର ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ଦାବି ହେଉଛି । ଏହି କ୍ରମରେ ପୁଣି ପ୍ରେସମିଟରେ ପାକିସ୍ତାନକୁ ଶାସ୍ତି ଦେବା ପାଇଁ ଦାବି କରିଛନ୍ତି ରାହୁଲ ଗାନ୍ଧି । ଲିଙ୍କରେ କ୍ଲିକ୍ କରି ଦେଖନ୍ତୁ କ’ଣ କହୁଛନ୍ତି ରାହୁଲ…

Related Articles

Back to top button
WP Twitter Auto Publish Powered By : XYZScripts.com