ଜାତୀୟ

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ପ୍ରଥମ ମହିଳା ମୁଖ୍ୟ ଭାବେ ନୀନା ସିଂଙ୍କୁ ନିଯୁକ୍ତି ଦିଆଯାଇଛି

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ପ୍ରଥମ ମହିଳା ମୁଖ୍ୟ ଭାବେ ନୀନା ସିଂଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୮୯ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇପିଏସ୍‌ ଅଫିସର ନୀନା ସିଆଇଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ।

ତାଙ୍କୁ ଉକ୍ତ କେନ୍ଦ୍ରୀୟ ବାହିନୀର ଡିଜି ଭାବେ ପଦୋନ୍ନତି ମିଳିଛି। ସେ ଏହି ପଦବୀରେ ଆସନ୍ତା ବର୍ଷ ଜୁଲାଇ ୩୧ ପର୍ଯ୍ୟନ୍ତ ରହିବେ। ସିଆଇଏସ୍‌ଏଫ୍‌ ଦେଶର ବିମାନବନ୍ଦରଗୁଡ଼ିକ ସମେତ ଦିଲ୍ଲୀ ମେଟ୍ରୋ ଏବଂ ସରକାରୀ ବିଲ୍ଡିଂଗୁଡ଼ିକର ସୁରକ୍ଷାରେ ନିୟୋଜିତ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com