ଅନ୍ତର୍ଜାତୀୟଓଡ଼ିଶାଜାତୀୟ
ଆତଙ୍କବାଦୀଙ୍କୁ ମାରି ସରକାର ଭଲ କରିଛନ୍ତି

ବାଲେଶ୍ୱର : ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଲେ କେନ୍ଦ୍ର ସରକାର। ଏଥିପାଇଁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ଧର୍ମ ପଚାରି ମାରୁଥିଲେ ଆମେ ଧର୍ମ କହି କହି ମାରିବୁ। ମଙ୍ଗଳବାର ଆକ୍ରମଣ ଆରମ୍ଭ ହୋଇଛି, ମଙ୍ଗଳ ହିଁ ହେବ । ଏପରି କହିଛନ୍ତି ପହଲଗାମ ଆତଙ୍କ ହମଲାରେ ମୃତ୍ୟୁ ବରଣ କରିଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ। ଦେଖନ୍ତୁ ଆଉ କ’ଣ କହିଛନ୍ତି ପ୍ରିୟଦର୍ଶିନୀ…