ଜାତୀୟ

ପରିବାରଙ୍କ ସମେତ ଆତ୍ମହତ୍ୟା କଲେ ଟାଟା ଷ୍ଟିଲ ମ୍ୟାନେଜେର

ଝାଡ଼ଖଣ୍ତ ୨୪/୦୫: ଝାରଖଣ୍ଡର ଜମସେଦପୁରରେ ଟାଟା ଷ୍ଟିଲର ସିନିୟର ମ୍ୟାନେଜର କ୍ରୀଷ୍ଣା କୁମାର ତାଙ୍କ ପରିବାର ଙ୍କ ସହିତ ଆତ୍ମ ହତ୍ୟା କରିଛନ୍ତି | ସେ, ତାଙ୍କ ସ୍ତ୍ରୀ, ତାଙ୍କ ୨ ଝିଅଙ୍କ ଝୁଲନ୍ତା ଦେହକୁ ଏକ ବନ୍ଦ କୋଠରୀ ମଧ୍ୟରୁ ଉଦ୍ଧାର କରାଯାଇଛି | ସୂଚନାରୁ ଜଣା ପଡିଛି ଯେ କିଛି ଦିନ ତଳେ ତାଙ୍କୁ କ୍ୟାନ୍ସର ହୋଇଥିବା ଜଣା ପଡିଥିଲା | ତାଙ୍କୁ କ୍ୟାନ୍ସର ହୋଇଥିବା ଜାଣି ସେ କିଛି ଦିନ ହେବ ଡିପ୍ରେସନରେ ଥିଲେ | ସେ ୧୬ ଦିନ ହେବ ଚିକିତ୍ସିତ ହେଉଥିଲେ | କିନ୍ତୁ କ୍ୟାନ୍ସର ର ଯନ୍ତ୍ରଣା ସହି ନ ପାରି ସେ ଆତ୍ମ ହତ୍ୟା କରିଥିଲେ | ତାଙ୍କ ସହିତ ତାଙ୍କ ସ୍ତ୍ରୀ ଓ ୨ ଝିଅ ମଧ୍ୟ ଆତ୍ମ ହତ୍ୟା ଉଦ୍ୟମ କରିଥିଲେ |

Related Articles

Back to top button
WP Twitter Auto Publish Powered By : XYZScripts.com