ଜାତୀୟ

ଏଣିକି ସରକାରୀ ସମ୍ପତ୍ତି ନଷ୍ଟ କଲେ ଜାମିନ ପୂର୍ବରୁ ଦେବେ ଜରିମାନା

ଏଣିକି ସରକାରୀ ସମ୍ପତ୍ତି ନଷ୍ଟ କଲେ ଜାମିନ ପୂର୍ବରୁ ଦେବେ ଜରିମାନା। ଲ’ କମିଶନ ସରକାରଙ୍କୁ ଥିବା ଆଇନରେ ସଂଶୋଧନ କରିବାକୁ ସୁପାରିଶ କରିଛନ୍ତି।

ଜାତୀୟ ରାଜପଥ କିମ୍ବା ସର୍ବସାଧାରଣ ସ୍ଥାନଗୁଡିକର ବାରମ୍ବାର ହେଉଥିବା ନାକାବନ୍ଦୀରେ ରୋକ ଲଗାଇବା ସହ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ ଲକ୍ଷ୍ୟ ରଖାଯାଇଛି। ତେବେ ଏପରି କରିବା ଦ୍ୱାରା ବ୍ୟକ୍ତି ଭବିଷ୍ୟତରେ ସାର୍ବଜନୀନ ସଂପତ୍ତି କ୍ଷତି କରିବା ପୂର୍ବରୁ ଅନେକ ଥର ଭାବିବେ ଓ ଏପରି କାମରୁ ନିବୃତ୍ତ ରହିବେ।

Related Articles

Back to top button