ଓଡ଼ିଶା
ସୌମ୍ୟାଶ୍ରୀ ବିଶିଙ୍କ ଦେହାନ୍ତରେ ମର୍ମାହତ ଓଡିଶାବାସୀ
ଭୁବନେଶ୍ୱର ୧୫ | ୦୭ : ଗତ କାଲି ରାତି ୧୧ଘଟିକା ୪୫ମିନିଟରେ ସୌମ୍ୟାଶ୍ରୀ ବିସିଙ୍କ ଦେହାନ୍ତ ଘଟିଛି | ଏହି ଘଟଣା ଓଡିଶା ବାସୀଙ୍କୁ ସ୍ତବ୍ଧ କରିଦେଇଛି | ସୌମ୍ୟାଶ୍ରୀଙ୍କ ଦେହାନ୍ତରେ ଓଡିଶା ବାସୀ ମର୍ମାହତ ଅଛନ୍ତି |