ଓଡ଼ିଶା

ନୟାପଲ୍ଲୀ ଦୁର୍ଗା ପୂଜା ସମିତି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ମହୋତ୍ସବର ପ୍ରାରମ୍ଭିକ ପ୍ରସ୍ତୁତି

ଭୁବନେଶ୍ୱର, ତା ୧୫/୦୮/୨୦୨୫ : ନୟାପଲ୍ଲୀ ଦୁର୍ଗା ପୂଜା ସମିତି ଚଳିତ ବର୍ଷ ୩୮ ତମ ଶାରଦୀୟ ଦୁର୍ଗାପୂଜା ମହୋତ୍ସବର ପ୍ରାରମ୍ଭିକ ପ୍ରସ୍ତୁତି ଉପଲକ୍ଷେ ମୃତିକା ଆନୟନ ଉତ୍ସବ ଆଜି ୧୦ ଘଟିକା ସମୟରେ ଏକ ବର୍ଣ୍ଣାଢ୍ୟ ଉତ୍ସବ ସହିତ କୁଆଖାଇ ପଠାରୁ ବୈଦିକ ରୀତି ଅନୁଯାୟୀ ପୂଜାର୍ଚ୍ଚନା ପୂର୍ବକ ଏକ ସ୍ୱତନ୍ତ୍ର ବିମାନରେ ଅଞ୍ଚଳର ଦେବା ଦେବୀ ମନ୍ଦିର ପରିକ୍ରମା କରାଇ ଦୁର୍ଗା ମନ୍ଦିର ପ୍ରାଙ୍ଗଣକୁ ଅଣାଯାଇଛି | ଏହା ସହିତ ପବିତ୍ର ଗଙ୍ଗାନଦୀ ମାଟି ସମ୍ମିଶ୍ରଣରେ ମାଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ କରାଯିବ |

Related Articles

Back to top button