Breaking Newsରାଜନୀତି
ସିକ୍କିମ୍ ମୁଖ୍ୟମନ୍ତ୍ରୀ ଭେଟିଲେ ମୋହନ ଚରଣ ମାଝୀଙ୍କୁ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ସିକ୍କିମ ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱରରେ ସିକ୍କିମ ମୁଖ୍ୟମନ୍ତ୍ରୀ।
ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗଙ୍କ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତିି।
ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଏକ ପାରମ୍ପରିକ ବୌଦ୍ଧ ଧାର୍ମିକ ଚିତ୍ର ଉପହାର ଦେଇଛନ୍ତି।