ଓଡ଼ିଶାମନୋରଞ୍ଜନସ୍ୱାସ୍ଥ୍ୟ

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ନେଇ ଆସିଛି ବଡ଼ ଖବର

 ଭୁବନେଶ୍ୱର ,ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇ  ଡାକ୍ତରଖାନାରେ ଭର୍ତ୍ତି ହେଲେ ବୁଦ୍ଧାଦିତ୍ୟ ମହାନ୍ତି ।

ସଂକ୍ରମଣ ପଲ୍ୟୁମନାରୀ ବିଭାଗରେ ବୁଦ୍ଧାଦିତ୍ୟଙ୍କ  ଚିକିତ୍ସା ।

ଭୁବନେଶ୍ୱରରେ ଚିକିତ୍ସା ଚାଲିଥିବାବେଳେ ସୁସ୍ଥ ନ ହେବାରୁ ତାଙ୍କୁ ସିଡିଏ ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଥଣ୍ଡା, ଜ୍ୱର ଏବଂ ଫୁସଫୁସ ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି ।

Related Articles

Back to top button