ଅନ୍ୟାନ୍ୟଓଡ଼ିଶା

ସକାଳୁ ସକାଳୁ ଭୟଙ୍କର ନିଆଁ।

 ଭୁବନେଶ୍ୱର ,ବ୍ରହ୍ମପୁରର ଖୋଡ଼ାସିଙ୍ଗି ଡିଭିଜନରେ ଥିବା  LIC ଅଫିସର ତୃତୀୟ ମହଲାରେ, ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ହେଲେ ନିଆଁ କିପରି ଲାଗିଲା,

ପ୍ରକୃତ କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖଛନ୍ତି।

ହେଲେ କେତେ କ୍ଷୟକ୍ଷତି ହେଲାଣି ତାହାର ରିପୋର୍ଟ ମିଳିପାରିନାହିଁ।ପୋଡି ଜଳି ପାଉଁଶ ହୋଇ ଯାଇଛି ଅନେକ ଦରକାରୀ କାଗଜ ପତ୍ର।

Related Articles

Back to top button