Breaking Newsଜାତୀୟ

ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ

 ଭୁବନେଶ୍ୱର,ଅମୃତସରରୁ ସହରସା ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ଟ୍ରେନ୍ ଟି ଅମ୍ବାଲାରୁ ଅଧ କିଲୋମିଟର ଦୂରରେ ଥିବା ସିରହିନ୍ଦ ଷ୍ଟେସନ ନିକଟରେ ପହଞ୍ଚିବା ମାତ୍ରେ ଏହି ଘଟଣା ଘଟିଥିଲା।

ଯାତ୍ରୀମାନେ ଟ୍ରେନ୍‌ର ଗୋଟିଏ କୋଚ୍‌ରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ରେଳ କର୍ମଚାରୀଙ୍କୁ ସତର୍କ କରାଇ ଦେଇଥିଲେ।

ଡ୍ରାଇଭର ବୁଦ୍ଧିମତ୍ତାର ସହିତ କାର୍ଯ୍ୟ କରି ତୁରନ୍ତ ଟ୍ରେନ୍‌କୁ ଅଟକାଇ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦେଇଥିଲେ।

ପଞ୍ଜାବର ସିରହିନ୍ଦ ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଟଳି ଯାଇଛି।

Related Articles

Back to top button