ଓଡ଼ିଶାରାଜନୀତି

ପୁଣି ଜାରି ହେଲା ନୂଆ ଗାଇଡ ଲାଇନ ।

ଭୁବନେଶ୍ୱର,୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା ।

ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ଆପଣ ସୁଭଦ୍ରା ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

ଆପଣ ମଧ୍ୟ ଅଯୋଗ୍ୟ ହିତାଧିକାରୀଙ୍କ ଲିଷ୍ଟରେ ସାମିଲ ହୋଇପାରନ୍ତି ।

ଉଚ୍ଚଶିକ୍ଷା ବିଭାଗ ଓ ଏସଟି ତଥା ଏସସି ବିଭାଗର ସଚିବଙ୍କ ପାଖରେ ଚିଠି ପଠାଯାଇଛି ।

ଏନେଇ ରିପୋର୍ଟ ଦେବା ପାଇଁ କୁହାଯାଇଛି । ଦୁଇଟି ବିଭାଗକୁ ରିପୋର୍ଟ ମାଗିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ।

ରିପୋର୍ଟ ଆସିବା ପରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Articles

Back to top button