
ଭୁବନେଶ୍ୱର,ଆଜି ଅପରାହ୍ଣ ୩ଟାରୁ ଚାଲିବନି ‘ଆମ ବସ୍’।
କୌଣସି ରୁଟ୍ ରେ ଆମ ବସ୍ ଚଳାଚଳ କରିବ ନାହିଁ ବୋଲି CRUT କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ବସ୍ ସେବା ବନ୍ଦ ରହିଲେ ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ।
ପରେ ୨୧ ତାରିଖରୁ ପୁଣି ସ୍ୱାଭାବିକ ହେବ ‘ଆମ ବସ୍’ ସେବା।
ଦୀପାବଳି ପାଇଁ ଆଜି ଅପରାହ୍ଣ ୩ଟାରୁ ‘ଆମ ବସ୍’ ବନ୍ଦ ରହିବ ।