ଓଡ଼ିଶାରାଜନୀତି

ନୂଆପଡା ଜୋନ – ୭ ରେ ବିଜେପି ନେତୃବୃନ୍ଦଙ୍କ ନିର୍ବାଚନୀ ପ୍ରଚାର

ନୂଆପଡା ତା.୨୯/୧୦/୨୦୨୫ – ନୂଆପଡ଼ା ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀରେ ଜୋନ୍ ୭ ର ନେଗିପାଳି, ପରକୋଡ, ବେହେରାଡ଼ିହି, ଭଇସାଟାଳ, ଠେଲକୋବେଧା, ସରୋବଙ୍ଗ ଠାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କଲେ ପୂର୍ବତନ ସାଂସଦ ପ୍ରଭାସ ସିଂ, ଛତିଶଗଡର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଖୁସୱନ୍ତ ସହିବ, ରାଜ୍ୟସଭା ସାଂସଦ ମମତା ମହନ୍ତ, ଜଗତ୍ସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, ବିଧାୟକ ଅଶୋକ ମହାନ୍ତି, ପୂର୍ବତନ ବିଧାୟକ କୁସୁମ ଟେଟେ, ନାଉରି ନାୟକ ଏବଂ ସ୍ଥାନୀୟ କାର୍ଯ୍ୟକର୍ତ୍ତା ।

Related Articles

Back to top button