ଓଡ଼ିଶା

ଘରୋଇ କଳିରୁ ସର୍ବନାଶ ! ବୋହୂର ଠେଙ୍ଗା ମାଡ଼ରେ ଶ୍ୱଶୁର ମୃତ

ସାନଖେମୁଣ୍ଡି: ବୋହୂର ଠେଙ୍ଗା ମାଡ଼ରେ ଶ୍ବଶୁର ମୃତ। ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁରେ ଅଭାବନୀୟ ଘଟଣା l ମୃତ ଶ୍ବଶୁର ହେଲେ ୫୫ ବର୍ଷିୟ ସୀମାଞ୍ଚଳ ନାୟକ l

ତେବେ ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘରୋଇ କଳହରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି l ବୋହୂକୁ ଅଟକ ରଖି ପଚରାଉଚାର କରୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com