ଓଡ଼ିଶା

ଆସନ୍ତା ଏପ୍ରିଲ ମାସ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ ସମ୍ପୂର୍ଣ୍ଣ ହେବ

ଆସନ୍ତା ଏପ୍ରିଲ ମାସ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ ସମ୍ପୂର୍ଣ୍ଣ ହେବ। ମୁଖ୍ୟତଃ ନାଟମଣ୍ଡପର ମୁଖ୍ୟ ବିମ୍‌‌ରେ ହୋଇଥିବା ଫାଟର ସ୍ଥିତି ଯାଞ୍ଚ ହୋଇଛି।

ଗରୁଡ଼ ସ୍ତମ୍ଭ ଉପର ମୁଖ୍ୟ ବିମ୍‌‌ରେ ହୋଇଥିବା ଏହି ଫାଟକୁ ସପୋର୍ଟ ଦିଆଯିବ। ତଳୁ ୪ଟି ଷ୍ଟେନଲେସ୍‌‌ ଷ୍ଟିଲ ବିମ୍‌‌ ଲଗାଯିବ। ତେବେ ଏହି ମରାମତି କାମ ସମୟରେ କେମିତି ରହିବ ଦର୍ଶନ ବ୍ୟବସ୍ଥା ସେ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ନାଟମଣ୍ଡପ ମରାମତି ନେଇ ଆଲୋଚନା ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com