ଓଡ଼ିଶାମୌସୁମୀ

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା

 ଭୁବନେଶ୍ୱର,ମୋନ୍ଥା ,ଏବେ ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି ।

ସିଷ୍ଟମ ଆନ୍ଧ୍ରପ୍ରଦେଶ ଉପକୂଳ ଉପର ଦେଇ ଗତି କରୁଛି ।

ବର୍ତ୍ତମାନ ଏହାର ବେଗ ୧୦ କିଲୋମିଟର ରହିଛି ।

ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ।

ଏବେ ବାତ୍ୟା ଆନ୍ଧ୍ରର ନର୍ସାପୁରଠାରୁ ୨୦ କିଲୋମିଟର ଓ ମଛଲିପଟନମଠାରୁ ୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି ।

ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।

ଡପଲର ରାଡାର ସହାୟତାରେ ବାତ୍ୟାର ଗତିପଥ ଉପରେ ନଜର ରଖିଛି ପାଣିପାଗ ବିଭାଗ ।

Related Articles

Back to top button