ଅନ୍ୟାନ୍ୟଓଡ଼ିଶା

ସମର୍ଥା ସେବାୟତ ପୂଜାନୀତି ପାଇଁ ଆସିନଥିଲେ।

ଭୁବନେଶ୍ୱର,ସମର୍ଥା ନିଯୋଗ ସେବାୟତ ଲିଙ୍ଗରାଜଙ୍କ ସେବା ବନ୍ଦ କରିଛନ୍ତି ।

ଗତକାଲି ସକାଳୁ ସାହାଣ ମେଲା, ସୂର୍ଯ୍ୟ ପୂଜା ପରେ .ଦ୍ବାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ।

ସମର୍ଥା ସେବାୟତଙ୍କ ଏକ ପରିବାରର କେହି ନଥିବାରୁ ଠାକୁରଙ୍କ ସେବାପୂଜାକୁ ଆସିନଥିଲେ।

ହେଲେ ଅନ୍ୟ ସମର୍ଥା ସେବାୟତ କେହି ପୂଜାନୀତି ପାଇଁ ଆସିନଥିଲେ।

ଏହି ବିବାଦର ସମାଧାନ ହୋଇପାରିନଥିବାରୁ ଠାକୁରଙ୍କ ନୀତି ବନ୍ଦ ରହିଛି । ଲିଙ୍ଗରାଜ ମହାପ୍ରଭୁ ମହାକାର୍ତ୍ତିକ ମାସରେ ଖାଡା ଉପାସରେ ଅଛନ୍ତି ।

ଯାହାଦ୍ବାରା ହଜାର ହଜାର ହବିଷିଆଳି ମହାପ୍ରଭୁଙ୍କ ପ୍ରସାଦ ପାଇବାରୁ ବଞ୍ଚିତ ଅଛନ୍ତି ।

Related Articles

Back to top button