
ଭୁବନେଶ୍ୱର, ଏକାବେଳେ ନୂଆ ହିତାଧିକାରୀଙ୍କୁ ୨ଟି କିସ୍ତିର ଟଙ୍କା ଦେବେ ରାଜ୍ୟ ସରକାର।ମାର୍ଚ୍ଚ ୮ ତାରିଖରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ମିଳିବ ଟଙ୍କା।
ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।କିସ୍ତି ଟଙ୍କା ପାଇବାକୁ ହେଲେ ଆଜିଠାରୁ,ନୂଆ ହିତାଧିକାରୀଙ୍କୁ ଆବେଦନ କରିବାକୁ ପଡିବ।
ଏହାସହ ଆଜିଠାରୁ ମାସେ ପର୍ଯ୍ୟନ୍ତ ସୁଭଦ୍ରା ପୋର୍ଟାଲରେ କରିହେବ ଆବେଦନ।
ଯଦି ଦେଖିବା ପୁରୁଣା ହିତାଧିକାରୀ ୨ଟି କିସ୍ତିର ଟଙ୍କା ପାଇଛନ୍ତି।
ତୃତୀୟ କିସ୍ତି ଟଙ୍କା କେବେ ଆସିବ ସରକାର ଏନେଇ ତାରିଖ ଘୋଷଣା କରିନଥିବା ବେଳେ ମାର୍ଚ୍ଚରେ ତୃତୀୟ କିସ୍ତି ଆସିବ ବୋଲି କୁହାଯାଉଛି।




