ଓଡ଼ିଶାସ୍ୱାସ୍ଥ୍ୟ

ସୁଟିଂ ସାରି ରାତିରେ ଫେରୁଥିବା ବେଳେ କାର୍‌,ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,ସୁଟିଂ ସାରି ରାତିରେ ଫେରୁଥିବା ବେଳେ  ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌, ଦୁର୍ଘଟଣାଗ୍ରସ୍ତ ହୋଇଛି।

କାର ସମ୍ମୁଖକୁ ହଠାତ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ କାରଟି ନାଳରେ ଖସିପଡ଼ିଥିବା ଜଣାପଡ଼ିଛି ।

ଭୁବନେଶ୍ୱର ପଟିଆ କଳାଝରି ସାଇପନ ନିକଟରେ ଦୟା ୱେଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସ୍ୱଭାଗ୍ୟବଶତଃ ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି ।

କୁହାଯାଉଛି ଯେ ଗାଡି ଆଗକୁ କୁକୁର ହଠାତ ପଶିବାର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ।

ଫଳରେ କାରଟି କେନାଳ ତଳକୁ ଖସି ପଡିଥିଲା ।

Related Articles

Back to top button