ମନୋରଞ୍ଜନସ୍ୱାସ୍ଥ୍ୟ

ଏମ୍ସ ICUରେ ହ୍ୟୁମାନ ସାଗର

ଭୁବନେଶ୍ୱର,ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ହ୍ୟୁମାନ ସାଗର।

ICUରେ ଭର୍ତ୍ତି ହେଲେ ଓଲିଉଡ୍ ର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର।

ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ଏମ୍ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା।

ଲିଭର୍ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଛି।

ଗଲା କିଛି ଦିନ ଧରି ଲିଭର୍ ସମସ୍ୟାରେ ସେ ପୀଡ଼ିତ ଥିଲେ।

ତଥାପି କିଛି ଷ୍ଟେଜ୍ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା।

Related Articles

Back to top button