ଓଡ଼ିଶାଜୀବନଶୈଳୀ

ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଉଚ୍ଛେଦ ପ୍ରକ୍ରିୟା

 ଭୁବନେଶ୍ୱର , କିଛି ସାଲିଆ ସାହି ବାସିନ୍ଦା ନିଜ ଘର ଭଙ୍ଗା ଯିବା ପରେ, ଖୋଲା ଆକାଶ ତଳେ ଜରି ପାଲ ଟାଣି ନିଜର ଆସବାପତ୍ର ରାଖି ରାତି କାଟିଛନ୍ତି।

ତୃତୀୟ ଦିନରେ ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା।

ବିଏମସି, ବିଡିଏ ଓ କମିଶନରେଟ ପୋଲିସର ମିଳିତ ସ୍କ୍ୱାର୍ଡ ପକ୍ଷରୁ ଉଚ୍ଛେଦ ଜାରି ରହିଛି।

ବିଏମସି ପକ୍ଷରୁ ଯୋଗାଇ ଦିଆ ଯାଇଥିବା ଘରେ, ଦୁଇଟା ଜଣରୁ ଅଧିକା ରହିବ ସମ୍ଭବ ନୁହେଁ ବୋଲି  ୨ ଦିନ ହେଲା ଜରିପାଲ ଟାଣି ରାତି କାଟୁଛନ୍ତି।

Related Articles

Back to top button