ନିର୍ବାଚନରାଜନୀତି

ଶପଥ ନେବେ ନୂଆପଡ଼ା ନବନିର୍ବାଚିତ ବିଧାୟକ

ଭୁବନେଶ୍ୱର ,ଆଜି ଦିନ 1ଟା ବେଳେ, ଓଡ଼ିଶା ବିଧାନସଭାରେ ଶପଥ ଗ୍ରହଣ କରିବେ ଜୟ ଢୋଲକିଆ । ଶପଥ ପାଠ କରାଇବେ, ବାଚସ୍ପତ୍ତି ସୁରମା ପାଢୀ ।

ଉପନିର୍ବାଚନରେ 83 ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଜୟ ।

ବିଧାନସଭାର ଶୀତକାଳୀନ ଅଧିବେଶନ ଅବ୍ୟବହିତ ପୂର୍ବରୁ ନୂଆପଡ଼ାର ନବନିର୍ବାଚିତ ଭାଜପା ବିଧାୟକ ଜୟ ଢୋଲକିଆ ଗୁରୁବାର ଅର୍ଥାତ୍ ଆଜି ଶପଥ ଗ୍ରହଣ କରିବେ।

ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଅନ୍ୟ ବିଧାୟକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

Related Articles

Back to top button