Breaking Newsସ୍ୱାସ୍ଥ୍ୟ
ଭୁବନେଶ୍ବରରୁ ପଦ୍ମପୁର ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ଥ

ଭୁବନେଶ୍ୱର ,ଭାରସାମ୍ଯ ହରାଇ ପୋଲ ତଳକୁ ଖସିଲା ବସ୍।ଭୁବନେଶ୍ବର ରୁ ପଦ୍ମପୁର ଯାଉଥିବା, ଏକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ଥ ହୋଇଛି।
ବସରେ ଥିବା ଏକାଧିକ ଯାତ୍ରୀ ଆହତ ହୋଇଥିଲେ ।
ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ନେଇ ଭର୍ତ୍ତି କରାଯାଇଥିଲା।
ଭୁବନେଶ୍ବରରୁ ପଦ୍ମପୁର ଯାଉଥିବା ବେଳେ ବସଟି ,ସୁବର୍ଣ୍ଣପୁର ସିଙ୍ଗିଜୁବା ନିକଟରେ, ପୋଲ ତଳକୁ ଭାରସାମ୍ଯ ହରାଇ ଖସି ପଡିଥିବା କୁହାଯାଉଛି।
୨୪ ଆହତକଙ୍କୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି।




