
ଭୁବନେଶ୍ୱର , ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ଫର୍ମ ପୂରଣ କରିଛନ୍ତି, ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।,
ଉଚ୍ଛ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୋଷଣା ହେବ ତାରିଖ ।
ତେବେ ଡିସେମ୍ବର 15 ତାରିଖ ସୁଦ୍ଧା ଆଡମିଟ୍ କାର୍ଡ ମିଳିବ ଏବଂ ଫେବ୍ରୁଆରୀରୁ ପରୀକ୍ଷା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।
କମିଟିର ବୈଠକରେ CHSE ପକ୍ଷରୁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ସୂଚୀରେ ବାଜିବ ମୋହର । ଏଥିପାଇଁ C H S E ର କମିଟି ବୈଠକ ଅନୁଷ୍ଠିତ ହେବ ।
ଆଜି ଘୋଷଣା ହୋଇପାରେ +2 ପରୀକ୍ଷା ତାରିଖ ।




