ଓଡ଼ିଶାଶିକ୍ଷା

ପରୀକ୍ଷାର୍ଥୀ ମାନଙ୍କଠାରୁ ତଥ୍ୟ ହାସଲ କରିବ ସିବିଆଇ

ଭୁବନେଶ୍ୱର ,ପୋଲିସ S I ପରୀକ୍ଷା ସ୍କାମ ମାମଲାରେ, ତନାଘନା କରୁଛି ସିବିଆଇ। 

C B I  ପ୍ରାୟ ୧୫୦ ପରୀକ୍ଷାର୍ଥୀଙ୍କୁ ସମନ କରିଛି । ପର୍ଯ୍ୟାୟକ୍ରମେ ସେମାନେ C B I Office ରେ, ହାଜର ହେବାକୁ ହୋଇଛି ସମନ୍।

ପରୀକ୍ଷାର୍ଥୀ ମାନଙ୍କଠାରୁ ତଥ୍ୟ ହାସଲ କରିବ ସିବିଆଇ।

ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ। ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ।

ଗତକାଲିଠାରୁ ଚାଲିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜେରା।

କାଲି ୧୦ ଜଣ ପରୀକ୍ଷାର୍ଥୀଙ୍କୁ ସିବିଆଇ ପଚରାଉଚରା କରିଥିବାବେଳେ, ଆଜି ପୁଣି ଆଉ କିଛି ପରୀକ୍ଷାର୍ଥୀ ହାଜର ହୋଇ ପରୀକ୍ଷାର୍ଥୀ ମାନେ ନିଜ ନିଜ ପକ୍ଷ ରଖିବେ।

Related Articles

Back to top button