ଜୀବନଶୈଳୀବିଜ୍ଞାନ ଓ ପ୍ରଯୁକ୍ତି

ଅତ୍ୟନ୍ତ ଉପଯୋଗୀ ରୋଷେଇ ଉପକରଣ।

ଭୁବନେଶ୍ୱର,ସକାଳେ ପାଣି ଗରମ କରିବାଠାରୁ ଆରମ୍ଭ କରି ସୁପ, ଚା କିମ୍ବା କଫି ଶୀଘ୍ର ଫୁଟାଇବା ପାଇଁ ଆମେ ସାଧାରଣତଃ  ବୈଦ୍ୟୁତିକ କେଟିଲକୁ,ବ୍ୟବହାର କରିଥାଉ।

ଗ୍ୟାସ ଚୁଲା ଅପେକ୍ଷା ଦ୍ରୁତ ଏବଂ ଅଧିକ ସୁବିଧା ଜନକ ଏବଂ ସୁରକ୍ଷିତ ବୋଲି ବିବେଚନା କରାଯାଏ।

ତଥାପି ବ୍ୟବହାର କରିବା ସମୟରେ ଯଦି ଆମେ ଟିକିଏ ଅସାବଧାନତା ହେଉ , ତେବେ ବିଦ୍ୟୁତ୍ ଆଘାତ, ପୋଡ଼ିବା କିମ୍ବା ନିଆଁ ଲାଗିବା ଭଳି ଦୁର୍ଘଟଣା ଘଟିପାରେ।

ତେଣୁ ଯେକୌଣସି ସମୟରେ କେଟିଲକୁ ସଠିକ୍ ଭାବରେ, ବ୍ୟବହାର କରିବା ଏବଂ ଏହାର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଷ୍ଟେନଲେସ୍ ଷ୍ଟିଲ୍ ବୈଦ୍ୟୁତିକ କେଟିଲ୍‌ କୁ ଦୃଢ଼, ସ୍ଥାୟୀ ଏବଂ ଦୀର୍ଘସ୍ଥାୟୀ ବୋଲି କୁହାଯାଏ ….ସର୍ବଦା କେଟିଲକୁ ଏକ ସମତଳ, ଶୁଷ୍କ, ସ୍ଥିର ପୃଷ୍ଠରେ ରଖନ୍ତୁ….କେଟିଲକୁ ଅନପ୍ଲଗ୍ କରନ୍ତୁ ଏବଂ ସଫା କରିବା ପୂର୍ବରୁ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ।

Related Articles

Back to top button