ଅନ୍ୟାନ୍ୟସ୍ୱାସ୍ଥ୍ୟ

ପୁଲିସ୍‌ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ

 ଭୁବନେଶ୍ୱର ,ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ଏସଟିଏଫ୍, ଡିଆରଜି, ଏବଂ ସିଆରପିଏଫ୍ କୋବ୍ରା ଜବାନ ଅପରେସନ୍ ବେଳେ ଏହି ସଫଳତା ମିଳିଛି।

ଘଟଣା ସ୍ଥଳରେ ମାଓ ସଂଗଠନ ର ଶିର୍ଷ ନେତା ପାପା ରାଓ ଥିବା ସୂଚନା ମିଳିଛି ।

ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଏବେ ବି ଗୁଳିବିନିମୟ ଜାରି ରହିଛି।

ଛତିଶଗଡ଼ ଵିଜାପୁର ଜିଲ୍ଲାରେ ପୁଲିସ୍‌ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି।

Related Articles

Back to top button