ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି
ଆକାଶ ମାର୍ଗରୁ ଚାଲିଛି ସର୍ଚ୍ଚ ଅପରେସନ

ଭୁବନେଶ୍ୱର ,ATR 42-500 ଏୟାରକ୍ରାଫଟରେ ଇଣ୍ଡୋନେସିଆର ୩ ଜଣ ସରକାରୀ କର୍ମଚାରୀ ଥିଲେ।
ଇଣ୍ଡୋନେସିଆର ଏହି ଏୟାର ଟ୍ରାନସପୋର୍ଟ ପ୍ଲେନ୍ ଯୋଗ୍ୟକର୍ତ୍ତାରୁ ବାହାରି ମକସର ଯାଉଥିବା ବେଳେ ଅଧାବାଟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
ଏଥିସହ ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀଙ୍କୁ ସର୍ଚ୍ଚ ଅପରେସନରେ ସାମିଲ କରାଯାଇଛି ।
ଡ୍ରୋନ ସହାୟତାରେ ମଧ୍ୟ ନିଖୋଜ ଏୟାରକ୍ରାଫଟକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି ।
କୌଣସି ଅଘଟଣ ହୋଇଥିବା ନେଇ ଆଶଙ୍କା କରାଯାଉଛି ।
ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଏୟାରଫୋର୍ସ ସହାୟତାରେ ଆକାଶ ମାର୍ଗରୁ ଅନୁଧ୍ୟାନ କରାଯାଉଛି ।




