
ଭୁବନେଶ୍ୱର ,ସଂସଦ ଭବନ ସହ ଆଉ ୯ଟି ସ୍କୁଲକୁ ବୋମା ଧମକ ବି ଆସିଛି।
ଖଲିସ୍ତାନ ନାଁରେ ମେଲ୍ରେ ବୋମା ଧମକ ଆସିଛି।
ଦିଲ୍ଲୀକୁ ଖଲିସ୍ତାନ କରିବାକୁ ମେଲ୍ରେ ଉଲ୍ଲେଖ ରହିଛି।
ବୋମା ଧମକ ପରେ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି।
ଦିଲ୍ଲୀ ପୁଲିସ, ଅଗ୍ନିଶମ ଟିମ୍, ବମ୍ ସ୍କ୍ବାଡ୍ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି।
ଇ-ମେଲରେ ବିଭିନ୍ନ ସ୍କୁଲକୁ ଆସିଛି, ଧମକ ବୋମା ଧମକ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି। ୧୩ ତାରିଖ ଦିନ ୧ଟା ୧୧ରେ ବିସ୍ଫୋରଣ କରାଇବାକୁ ଧମକ ଦିଆଯାଇଛି।




