Uncategorized

୧୫ ହାର୍ଡକୋର ମାଓବାଦୀ କଲେ ଆତ୍ମସମର୍ପଣ

ଭୁବନେଶ୍ବର : ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମହାସମୁଦ ବାଲୁଦା ଥାନାରେ ଆତ୍ମସମର୍ପଣ କଲେ ୧୫ ଜଣ ମାଓବାଦୀ । ବଲାଙ୍ଗୀର, ବରଗଡ଼ ଏବଂ ମହା ସମୁଦ୍ର ମାଓ ସଂଗଠନର ସକ୍ରିୟ ୧୫ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କଲେ । ମାଓ ସଂଗଠନ ସଚିବ ବିକାଶ ସହ ଆତ୍ମସମର୍ପଣ । ବିକାଶ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିଲା । ସରେଣ୍ଡର ମାଓବାଦୀ ମଧ୍ୟରେ ୯ ଜଣ ମହିଳା ଓ ୬ ପୁରୁଷ ମାଓବାଦୀ ରହିଛନ୍ତି ।

Related Articles

Back to top button