ଅନ୍ୟାନ୍ୟରାଜନୀତି

ବିଜେଡି ତାହାର ଦୁଇ ପ୍ରାର୍ଥୀ ଘୋଷଣା କରିସାରିଛି।

ଭୁବନେଶ୍ୱର ,ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ିଚାଲିଛି।ରାଜ୍ୟସଭା ନିର୍ବାଚନରେ ବଡ ଚକମା ଦେବ କି ବିଜେପି ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ପରେ ବିଜେପିର ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସମେତ  ୫ ବିଧାୟକ  ବିଧାନସଭା ଯାଇ ୧୬ସେଟ୍ ଫର୍ମ  କିଣିଛନ୍ତି।

ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀ ଘୋଷଣା କରିପାରେ ।

ଯଦି ବିଜେପି ରାଜ୍ୟସଭାନିର୍ବାଚନ ପାଇଁ  ଚାରି ପ୍ରାର୍ଥୀ ଘୋଷଣାକରେ, ତାହାଲେ ବିଧାୟକ ସଂଖ୍ୟା ଦେଖିଲେ ତାହା ଖୁବ୍ କମ।

କାହାକୁ ପ୍ରାର୍ଥ କରିବ ବିଜେପି ତାହା ଏପର୍ଯ୍ୟନ୍ତ  ଘୋଷଣା କରିନଥିବା ବେଳେ ପୂର୍ବଥର ଭଳି ଏଥର ବିଜେପି ରାଜ୍ୟସଭା ନିର୍ବାଚନ​‌ରେ ଡମି ପ୍ରାର୍ଥୀ ଦେବା ନେଇସମ୍ଭବନା ରହିଛି ।

ବିଜେପି ପାଖରେ ବିଧାୟକ ସଂଖ୍ୟା ୮୨ ଥିବା ବେଳେ ବିରୋଧୀ ବିଧାୟକଙ୍କ ସଂଖା ୬୫ ରହିଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଲାଗି ଘୋଷଣା କରିଛନ୍ତି।

Related Articles

Back to top button