Uncategorized

ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆସନ୍ତା ରଥଯାତ୍ରା ଦାୟିତ୍ୱ ଦିଆଯାଇଛି । ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଇନଶୃଙ୍ଖଳା, ଟ୍ରାଫିକ ମନ୍ଦିର ଭିତର ଓ ବାହରର ବ୍ୟବସ୍ଥା ଦେଖିବେ । ଆଗକୁ ଆସୁଛି ରଥଯାତ୍ରା । ପ୍ରବଳ ଜନସମାଗମ ହେବ ପୁରୀ ଶ୍ରୀକ୍ଷେତ୍ର । ଭକ୍ତ ଙ୍କ ଶୃଙ୍ଖଳିତ ବ୍ୟବସ୍ଥାକୁ ନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Related Articles

Back to top button