ଓଡ଼ିଶାରାଜନୀତି

ନାମାଙ୍କନ ଭରିଲେ ଦତ୍ତେଶ୍ୱର ହୋତା ଓ ସଂତୃପ୍ତ ମିଶ୍ର

ଭୁବନେଶ୍ବର,୦୫/୦୩/୨୦୨୬ : ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା। ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବା କକ୍ଷରେ ବିଜେଡି, କଂଗ୍ରେସ ସଦସ୍ୟ ଏକାଠି ବସିଛନ୍ତି ।

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ସହ ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ମଧ୍ୟ ଆଜି ନାମାଙ୍କନ ଭରିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଉଭୟେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ।

Related Articles

Back to top button