ଜାତୀୟବାଣିଜ୍ୟ

ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର

ଭୁବନେଶ୍ୱର ,ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସ୍ଥାନରେ, ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି।  ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୭ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୭ ରହିଛି। ଏଠାର ଦର ସ୍ଥିର ରହିଛି।ଓଡ଼ିଶାର ଭୁବନେଶ୍ବରରେ, ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା ୧୦୦ ଟଙ୍କା ୯୩ ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) ୯୨ ଟଙ୍କା ୫୧ ପଇସା ରହିଛି। ଆଜି ଓଡିଶାରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୨୬ ଓ ୨୬ ପଇସା ହ୍ରାସ ପାଇଛି।ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ଆଇସିଓଏଲ, ୱେବସାଇଟରୁ ସହଜରେ ମିଳିଯିବ। ଆଉ ଯଦି ଆପଣ ଜଣେ (BPCL) ବିପିସିଏଲ୍ ଗ୍ରାହକ ତେବେ ଆପଣ (RSP) ଆରଏସପି ଲେଖି ୯୨୨୩୧୧୨୨୨୨ ନମ୍ବରକୁ (SMS) ଏସଏମ୍-ଏସ୍ ପଠାଇ ପାରିବେ ।

Related Articles

Back to top button