
ବିଭିନ୍ନ ରାଜ୍ୟରେ ବଦଳିଲେ ରାଜ୍ୟପାଳ :-
- ତାମିଲନାଡୁର ନୂଆ ରାଜ୍ୟପାଳ-ରାଜେନ୍ଦ୍ର ବିଶ୍ବନାଥ
- ପଶ୍ଚିମବଙ୍ଗର ରାଜ୍ୟପାଳ- ଆର୍. ଏନ୍. ରବି
- ମହାରାଷ୍ଟ୍ରର ରାଜ୍ୟପାଳ- ଜିଷ୍ଣୁ ଦେବ ବର୍ମା
- ତେଲେଙ୍ଗାନା ରାଜ୍ୟପାଳ-ଶିବ ପ୍ରତାପ ଶୁକ୍ଲା
- ବିହାରର ନୂଆ ରାଜ୍ୟପାଳ-ସୈୟଦ ଅତା ହସନୈନ
- ହିମାଚଳ ପ୍ରଦେଶର ରାଜ୍ୟପାଳ ହେଲେ କବୀନ୍ଦ୍ର ଗୁପ୍ତା
- ନାଗାଲାଣ୍ଡର ନୂଆ ରାଜ୍ୟପାଳ-ନନ୍ଦକିଶୋର ଯାଦବ
- ଦିଲ୍ଲୀର ନୂଆ ଉପରାଜ୍ୟପାଳ-ତରନଜିତ ସିଂହ ସାନ୍ଧୁ
- ଲଦାଖର ଉପରାଜ୍ୟପାଳ-ଭି. କେ. ସକ୍ସେନା




