ଅନ୍ତର୍ଜାତୀୟଜାତୀୟ
ଦୁଇ ବର୍ଷ ପରେ ଅନ୍ତର୍ଜାତୀୟ ଉଡାଣ ଉପରୁ ହଟିଲା କଟକଣା, ମାର୍ଚ୍ଚ ୨୭ରୁ ସ୍ୱାଭାବିକ ହେବ ଯାତ୍ରା
ନୂଆଦିଲ୍ଲୀ() ଦୁଇ ବର୍ଷ ପରେ ପୁଣି ଥରେ ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଉଡାଣ । କେନ୍ଦ୍ର ସରକାର ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଭାରତରେ ଅନ୍ତର୍ଜାତୀୟ ଉଡାଣକୁ ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଫେବ୍ରୁଆରୀ ୨୮ରେ ଡିଜିସିଏ ନିୟମିତ ବାଣିଜ୍ୟିକ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ଉଡାଣ ଉପରେ କଟକଣାକୁ ବଢାଇଥିଲେ।
Govt of India has decided to resume scheduled commercial international passenger services to/from India from 27.03.2022. International operations shall be subject to strict adherence to Ministry of Health guidelines for international travel: Civil Aviation Ministry pic.twitter.com/3dfVgTbrm0
— ANI (@ANI) March 8, 2022