ଜାତୀୟ

ଶିକ୍ଷକମାନେ ହ୍ୱାଟ୍ସଆପରେ ଛୁଟି ପାଇଁ ଆବେଦନ କରିପାରିବେ ନାହିଁ

ବିହାରର ଏକ ସରକାରୀ ସ୍କୁଲରେ ଶିକ୍ଷକମାନେ ହ୍ୱାଟ୍ସଆପରେ ଛୁଟି ପାଇଁ ଆବେଦନ କରିପାରିବେ ନାହିଁ ।ଶିକ୍ଷକମାନଙ୍କୁ ଛୁଟି ପାଇଁ ଆବେଦନ କରିବାକୁ ହେଲେ ସ୍କୁଲରେ ଉପସ୍ଥିତ ରହିବାକୁ ପଡ଼ିବ ।

ଏହା ଦ୍ୱାରା ନିରୀକ୍ଷଣ କରୁଥିବା ଅଫିସର ଏହା ଯାଞ୍ଚ କରିପାରିବ ଯେ ଉକ୍ତ ଆବେଦନ କେଉଁ ତାରିଖରେ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଶିକ୍ଷକ, ଅନ୍ୟ କର୍ମଚାରୀ ଏବଂ ଅଧିକାରୀଙ୍କ ଛୁଟି ଆବେଦନକୁ ହ୍ୱାଟ୍ସଆପରେ ଗ୍ରହଣ ନ କରିବାକୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com