ଓଡ଼ିଶା
ଓଡିଶାରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୫ କରୋନା ପଜିଟିଭ୍
ଭୁବନେଶ୍ୱର() ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୭୫୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨ ଜଣ ରହିଛନ୍ତି ।
Covid-19 Report For 4th April
New Positive Cases: 15
Of which 0-18 years: 2
In quarantine: 9
Local contacts: 6(Details of local contacts will be shared by concerned District)
1. Kendrapada: 1
2. Khurda: 9
3. Mayurbhanj: 1
4. Nuapada: 1
5. Sundargarh: 1
6. State Pool: 2— I & PR Department, Odisha (@IPR_Odisha) April 5, 2022
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୯ ଜଣ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ ୨ ଜଣ ଆକ୍ରାନ୍ତ ରହିଛନ୍ତି।
Covid-19 Report For 4th April
New Positive Cases: 15
Of which 0-18 years: 2
In quarantine: 9
Local contacts: 6(Details of local contacts will be shared by concerned District)
1. Kendrapada: 1
2. Khurda: 9
3. Mayurbhanj: 1
4. Nuapada: 1
5. Sundargarh: 1
6. State Pool: 2— I & PR Department, Odisha (@IPR_Odisha) April 5, 2022