ଓଡ଼ିଶା
ବଜ୍ରକାପ୍ତା ଡିଲ୍ ବେଳେ ମାଡିବସିଲା STF; ୧୧ କେଜି କାତି ଜବତ

ବୌଦ୍ଧ: ବଜ୍ରକାପ୍ତା ଡିଲ୍ ବେଳେ ମାଡିବସିଲା ଏସଟିଏଫ୍ । ବୌଦ୍ଧ ବନ ବିଭାଗ ଓ ଏସଟିଏଫର ମିଳିତ ରେଡ୍ରେ ବଜ୍ରକାପ୍ତା କାତି ଜବତ ହୋଇଛି। ବୌଦ୍ଧ ଥାନା ଜଗନ୍ନାଥ ରୋଡ୍ ସ୍ଥିତ ବଘାରପାଲି ଛକରୁ ୧୧କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ ଜଣେ ବଜ୍ରକାପ୍ତା ବେପାରୀ ପ୍ରଦୋଶ ମହାକୁଡ଼କୁ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।





