ପୁରୀ: ପୁରୀ ରଥ ଖଳାରେ ଘଟିଛି ଅଘଟଣ । ରଥ କାମ କରୁଥିବା ସମୟରେ ଜଣେ ଭୋଇ ସେବାୟତଙ୍କର ଆଙ୍ଗୁଠି କଟିଯାଇଥିବା ଜଣାପଡିଛି । ସେବାୟତ ବିଷ୍ଣୁପ୍ରସାଦ ଭୋଇଙ୍କର ଡାହାଣ ହାତର ଆଙ୍ଗୁଠି କଟିଯାଇଥିବା ସୂଚନା ମିଳିଛି । ସେବାୟତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Back to top button