ନୂଆଦିଲ୍ଲୀ: ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଜାରି । ମିଡିଆ ରିପୋର୍ଟ ଅନୁସାରେ ଦୁଇଟି ଅଲଗା ଅଲଗା ମାମଲାରେ ରକୁଲଙ୍କୁ ସମନ କରାଯାଇଛି । ଆସନ୍ତା ସୋମବାର ହାଜର ହେବାକୁ ସମନ ଜାରି କରିଛି ଇଡି । ପୂର୍ବରୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ସଦସ୍ୟଙ୍କୁ ଜେରା କରିଥିଲା ଇଡି। ରକୁଲଙ୍କୁ ମଧ୍ୟ ୨୦୨୧ ମସିହା ଡିସେମ୍ବର ୩ ତାରିଖରେ ପଚରାଉଚରା ପାଇଁ ଡକାଯାଇଥିଲା । ଗତ ୪ ବର୍ଷ ହେବ ଇଡି ଏହି ମାମଲାର ଛାନଭିନ୍ କରୁଛି । କିଛି ବର୍ଷ ଧରି ଟଲିଉଡରେ ଚାଲିଥିବା ବେଆଇନ କାରବାର ନେଇ ରୋହିତ ରେଡ୍ଡୀଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ଗତ କିଛି ଦିନ ତଳେ ବିଧାୟକ କିଣାବିକା ଘଟଣାରେ ତାଙ୍କୁ ଜେରା କରିଥିଲା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ।
Related Articles
Check Also
Close
-
ତେଜସ୍ୱୀ ଯାଦବଙ୍କୁ ସିବିଆଇ ନୋଟିସ୍March 11, 2023