ଅନ୍ୟାନ୍ୟ
ଆଠଗଡ଼ରେ ପୁଣି ଦନ୍ତାହାତୀ ମୃତ
![](https://i0.wp.com/odia.mobilenews24x7.com/wp-content/uploads/2023/02/danta-hati-e1676282174376.jpeg?resize=780%2C470&ssl=1)
ଆଠଗଡ଼, କଟକ, ୧୩/୦୨/୨୦୨୩ – ଆଠଗଡ଼ ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନୂଆବନ୍ଧ ବେତିଆ କାଜୁ ଜଙ୍ଗଲରେ ହାତୀର ମୃତଦେହ ଠାବ କରାଯାଇଛି । ତେବେ ଦନ୍ତାହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ହାତୀର ଶୁଣ୍ଢରେ କ୍ଷତଚିହ୍ନ ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।