Featuredଅନ୍ତର୍ଜାତୀୟଜାତୀୟ

ଶାନ୍ତି ପ୍ରକ୍ରିୟାରେ ଭାରତ ସହଯୋଗ କରିବାକୁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ନିଜ ମତକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଯେକୌଣସି ଶାନ୍ତି ପ୍ରକ୍ରିୟାରେ ଭାରତ ସହଯୋଗ କରିବାକୁ ପ୍ରସ୍ତୁତ। ତେବେ ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଏହି ବିବାଦର ସମାଧାନ ପାଇଁ ଗୁରୁତ୍ୱାରୋପ କରିଛି। ଏହା ସହିତ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗ ଆମର ରଣନୀତିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇପାରେ ବୋଲିଜର୍ମାନ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ମିଳିତ ସାମ୍ବାଦିକ ସମିଳନୀରେ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଶୁକ୍ରବାର ମିଳିତ ଜାତିସଂଘରେ ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କିତ ବୈଠକରେ ଭାରତ ଅନୁପସ୍ଥିତ ରହିବା ପରେ ପ୍ରଧାନମନ୍ତ୍ରି ଏହି କଥା କହିଛନ୍ତି।

Related Articles

Back to top button