Featuredମନୋରଞ୍ଜନ

ଚଳଚ୍ଚିତ୍ର ‘ଟୁଏଲ୍‌ଭଥ୍‌ ଫେଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ବିକ୍ରାନ୍ତ ମେସି।

ଚଳଚ୍ଚିତ୍ର ‘ଟୁଏଲ୍‌ଭଥ୍‌ ଫେଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ବିକ୍ରାନ୍ତ ମେସି। ଏଥିରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଫିଲ୍ମନିର୍ମାତା ରାଜକୁମାର ହିରାନୀ।

ସେ ବିକ୍ରାନ୍ତଙ୍କୁ ନିଜର ଆଗାମୀ ଫିଲ୍ମରେ ନେବା ଲାଗି ଯୋଜନା କରୁଥିବା ସ୍ପଷ୍ଟ କରିଛନ୍ତି। ହିରାନୀ ଏବେ ଶାହାରୁଖ ଖାନ୍‌ଙ୍କ ‘ଡଙ୍କି’କୁ ନେଇ ବ୍ୟସ୍ତ ଅଛନ୍ତି। ଏହାର ରିଲିଜ ପରେ ସେ ଆଗାମୀ ପ୍ରୋଜେକ୍ଟ ଉପରେ ଧ୍ୟାନ ଦେବେ।

Related Articles

Back to top button