ଅନ୍ତର୍ଜାତୀୟ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଏପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି।

ଏଥି ସହିତ, ଗାଜାରେ ହୋଇଥିବା ଅପରେସନ ସମୟରେ ଇସ୍ରାଏଲର ଲୋକପ୍ରିୟ ୱେବ ସିରିଜ ‘ଫୌଦା’ର ଜଣେ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ଏହି ସୂଚନା ଜେରୁଜେଲମ ପୋଷ୍ଟରୁ ଉଦ୍ଧୃତ କରି ଦେଇଛି ।

Related Articles

Back to top button