କ୍ରୀଡ଼ା

ବିମାନ ଟିକେଟ୍‌ ୩୩ ହଜାର

ଆସନ୍ତା ଶନିବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ହେବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ଥିବାରୁ ବିମାନ ଟିକେଟ୍‌ର ମୂଲ୍ୟ ୩୩,୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ବେଙ୍ଗାଲୁରୁ-ଅହମଦାବାଦ ଯିବା ପାଇଁ ଟିକେଟ୍‌ର ମୂଲ୍ୟ ୫,୭୦୦ ଟଙ୍କାରୁ ଆରମ୍ଭ ହୋଇଥାଏ। କିନ୍ତୁ, ରବିବାର ଦିନ ସେଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌ ଦେଖି ଯିବା ପାଇଁ ଲୋକେ ବିଶେଷ ଆଗ୍ରହୀ ହେବାରୁ ଟିକେ ମୂଲ୍ୟ ବୃଦ୍ଧି ପାଇଛି।

Related Articles

Back to top button