କ୍ରୀଡ଼ା

ଆଇପିଏଲ-୨୦୨୪କୁ ନେଇ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ

ଆଇପିଏଲ-୨୦୨୪କୁ ନେଇ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଅକ୍ସନ ପରେ ଆଇପିଏଲକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ବିସିସିଆଇ ।

ଆସନ୍ତା ଆଇପିଏଲରେ ଚୀନକୁ ଏକ ବଡ଼ ଝଟକା ଦେଇଛି ବିସିସିଆଇ । ଏହି ସିଜନ ପାଇଁ ଏକ ବିଭାଗରେ ଚୀନର ଏଣ୍ଟ୍ରିକୁ ବ୍ୟାନ୍ ଲଗାଇଛି ଭାରତୀୟ କ୍ରିକେଟ ବୋର୍ଡ । ଯାହାକୁ ନେଇ ଚୀନର ବଡ଼ ବଡ଼ କମ୍ପାନୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com