କ୍ରୀଡ଼ା

ଆଇପିଏଲରେ ଅଧିକ ଟଙ୍କାରେ ବିକ୍ରି ହୋଇଥିବା ଖେଳାଳି ମିଚେଲ ଷ୍ଟାର୍କଙ୍କୁ ଧୋଇଲେ ରିଙ୍କୁ ସିଂ

ଆଇପିଏଲରେ ଅଧିକ ଟଙ୍କାରେ ବିକ୍ରି ହୋଇଥିବା ଖେଳାଳି ମିଚେଲ ଷ୍ଟାର୍କଙ୍କୁ ଧୋଇଲେ ରିଙ୍କୁ ସିଂ । ଅଭ୍ୟାସ ଜାରି ରଖିଥିବା କେକେଆର ଦୁଇଟି ଟିମ କରି ଅଭ୍ୟାସ ମ୍ୟାଚ ଖେଳୁଛି ।

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମିଚେଲ ଷ୍ଟାର୍କଙ୍କ ବଲକୁ ଏକ ବଡ଼ ଛକା ମାରିଛନ୍ତି ରିଙ୍କୁ । ଯାହାକୁ ୟୁଜର୍ସମାନେ ସେୟାର କରିବା ସହ ରିଙ୍କୁଙ୍କୁ ପ୍ରଶଂସା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com