କ୍ରୀଡ଼ା

ଚଳିତ ବର୍ଷ ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ଭାରତ ପାଇଁ ଜଣେ ହିରୋ

ଚଳିତ ବର୍ଷ ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ଭାରତ ପାଇଁ ଜଣେ ହିରୋ ଭାବେ ନିଜକୁ ପ୍ରମାଣିତ କରିଥିଲେ। ଟୁର୍ନାମେଣ୍ଟରେ ସର୍ବାଧିକ ୱିକେଟ ନେଇ ଶାମି ନମ୍ବରର ଓ୍ବାନ ବୋଲର ଥିଲେ।

ବର୍ତ୍ତମାନ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ଭଗାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କ୍ରୀଡ଼ା କ୍ଷେତ୍ରରେ ଦିଆଯିବାକୁ ଥିବା ଅର୍ଜୁନ ପୁରସ୍କାର ପାଇଁ ମହମ୍ମଦ ଶାମିଙ୍କ ନାମ ଚୟନ କରିଛି। କ୍ରୀଡ଼ା କ୍ଷେତ୍ରରେ ଦିଆଯାଇଥିବା ଅର୍ଜୁନ ପୁରସ୍କାର ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ପୁରସ୍କାର।

Related Articles

Back to top button
WP Twitter Auto Publish Powered By : XYZScripts.com